ଅତି ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇର ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ

ମୁମ୍ବାଇ: ମୁମ୍ବାଇରେ ମୌସୁମୀ ବାୟୁ ପ୍ରବେଶ କରିବା ପରେ ଆଜି ସକାଳେ ଅତି ପ୍ରବଳ ବର୍ଷା ହୋଇ ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇ ପଡ଼ିଥିବା ଜଣାପଡ଼ିଛି। କୁର୍ଲ୍ଲା ଓ ସାଇଅନ୍‌ ଷ୍ଟେସନ୍‌ ମଧ୍ୟରେ ଥିବା ରେଳପଥ ପାଣିରେ ବୁଡ଼ିଯାଇଥିବାରୁ କୁର୍ଲା ଏବଂ ‘ସିଏସ୍‌ଏମ୍‌ଟି’ ମଧ୍ୟରେ ମୁମ୍ବାଇ ଲୋକାଲ୍‌ ଟ୍ରେନ୍‌ ସର୍ଭିସ୍‌ ବନ୍ଦ ହୋଇଯାଇଛି। ଅପ୍ରୀତିକର ଘଟଣା ଏଡ଼ାଇବା ଲାଗି ସତର୍କତାମୂଳକ ପ‌ଦକ୍ଷେପସ୍ବରୂପ ଆଜି ପୂର୍ବାହ୍ନ ୯.୫୦ରୁ ରେଳ ଚଳାଚଳ ବନ୍ଦ … Continue reading ଅତି ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇର ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ